ଭୁବନେଶ୍ୱର : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀସ୍ଥିତ ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ବାରକୁ ପୁଲିସ ସିଲ କରିଥିବା ସୋମବାର ଜଣାପଡ଼ିଛି। ବାର୍ ରେ ଚଢାଉ ପରେ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଭିଡ ନିୟମ ଉଲ୍ଲଂଘନ କରି ଜନ୍ମଦିନ ଆୟୋଜନ କରିଥିବା ହେତୁ ଉକ୍ତ ବାର୍ ଟିକୁ ପୁଲିସ ସିଲ କରିଛି। ଏହି ବାର୍ ରେ ଜନ୍ମଦିନ ପାଳନ କରାଯିବା ସମୟରେ କରୋନା ନିୟମ ପାଳନ ନ କରାଯାଇଥିବାରୁ ସିଲ୍ ହୋଇଛି ବୋଲି ସୂଚନା ମିଳିଛି।
Popular Categories



