ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ , ମୋଟ ମୃତ୍ୟୁ ସଂଖ୍ୟା ୭୨୧
ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
2.A 50 year old female of Balasore district who was also suffering from Chronic Kidney Disease.
3.A 68 year old male of Bhadrak district who was also suffering from Diabetes, hypertension.
4. A 90 year old male of Bhubaneswar.
— H & FW Dept Odisha (@HFWOdisha) September 22, 2020
9.A 54 year old male of Malkangiri district who was also suffering from Diabetes, hypertension.
10. A 40 year old male of Malkangiri district.
11.A 51 year old male of Puri district.
— H & FW Dept Odisha (@HFWOdisha) September 22, 2020
ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ବଲେଶ୍ବର, ଗଞ୍ଜାମ, ମାଲକାନଗିରି ଓ ଗଞ୍ଜାମ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଭଦ୍ରକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Comments are closed.