www.samajalive.in
Thursday, December 11, 2025
27.1 C
Bhubaneswar

ବୀରନରସିଂହପୁରରେ ସ୍ୱେଛାକୃତ ରକ୍ତଦାନ ଶିବିର, ବ୍ଲକ ଅଧ୍ୟକ୍ଷଙ୍କ ସମେତ ୭୦ ୟୁନିଟ ରକ୍ତ ସଂଗ୍ରହ

ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁର ସାଧୁଚରଣ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଗଡଜାତ ସାଂସ୍କୃତିକପରିଷଦ ଆନୂକୁଲ୍ୟରେ ଏବଂ ବି.ଡି.ପି.ଏଲ ବୌଦ୍ଧ ସହଭାଗିତାରେ ଦ୍ୱିତୀୟଥର ପାଇଁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କୋଭିଡ ସମୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ଏକ ମହତ୍‍ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।ଏଥିରେ ନିଜେ ବ୍ଲକ ଅଧ୍ୟକ୍ଷ ରକ୍ତଦାନ କରିବା ସହିତ ସାଂସ୍କୃତିକ ଯୁବ ପରିଷଦ ଯୁବକମାନଙ୍କୁ ସ୍ୱେଛାକୃତଭାବେ ରକ୍ତଦାନ କରିବା ପାଇଁ ଉତ୍ସାହ କରିଥିଲେ।ଶିବିରରେ ସ୍ୱେଛାକୃତଭାବେ ୭୦ ୟୁନିଟ ରକ୍ତସଂଗ୍ରହ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ହରଭଙ୍ଗା ବି.ଡି.ଓ ନୀଳକ୍‍ଣ୍ଠ ବେହେରା,ସ୍ଥାନୀୟ ସଂରପଚ ସୂବର୍ଣ୍ଣ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ।ଅତିଥିଙ୍କ ଦ୍ୱାରା ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories