www.samajalive.in
Monday, December 8, 2025
24.1 C
Bhubaneswar

୧୨ ଫୁଟିଆ ଅହିରାଜ ଉଦ୍ଧାର

ସୋର: ବାଲେଶ୍ଵର ଜିଲା ଔପଦା ଅଞ୍ଚଳରୁ ଏକ ୧୨ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ଔପଦା ଗଡସାହିର ଉପେନ୍ଦ୍ର ପାତ୍ରଙ୍କ ପିଣ୍ଡାରେ ଥିବା କାଠ ଗଦା ଭିତରେ ଏହି ସାପଟି ରହିଥିବା ପରିବାର ଲୋକେ ଦେଖିଥିଲେ। ଏହା ପରେ ସେମାନେ ଭଦ୍ରକର ସାପ ଧରାଳି ଶେଖ୍‌ ମିର୍ଜାଙ୍କୁ ଖବର ଦେଇଥିଲେ। ମିର୍ଜା ପହଞ୍ଚି ସାପକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟର ବେତଇ ବିଟ୍‌ ପ୍ରାକୃତିକ ପରିବେଶରେ ଛାଡ଼ିଥିବା ସୂଚନା ମିଳିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories