www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱପ୍ନରେ ମୃତ ପରିଜନଙ୍କୁ ଦେଖୁଛନ୍ତି କି? ଜାଣନ୍ତୁ ଏହା କି ସଙ୍କେତ

ସାଧାରଣତଃ ଅନେକ ସମୟରେ ଆମେ ଆମ ମୃତ ପରିଜନଙ୍କୁ ସ୍ୱପ୍ନରେ ଦେଖିଥାଆନ୍ତି। କିନ୍ତୁ ଏହା କେବଳ ସ୍ୱପ୍ନ, ଆଉ କିଛି ନୁହେଁ ବୋଲି ଭାବି ଏହାକୁ ଅଣଦେଖା କରନ୍ତି। ହେଲେ ବାସ୍ତବରେ ସ୍ୱପ୍ନରେ ମୃତ ପରିଜନଙ୍କୁ ଦେଖିବା ଆମକୁ କିଛି ସଙ୍କେତ ଦେଇଥାଏ।

ମନସ୍ତାତ୍ତ୍ୱିକ କାରଣ ଅନୁସାରେ, ଯେତେବେଳେ ଆମର କୌଣସି ପରିବାର ସଦସ୍ୟ ଆମକୁ ସବୁଦିନ ପାଇଁ ଦୂର କରି ଚାଲିଯାଇଥାନ୍ତି ଆମେ ଖୁବ୍ ଦୁଃଖୀ ହୋଇଯାଇଥାଉ। ଆମେ ଯଦିଓ ତାଙ୍କୁ ଆମ ଜୀବନରେ ପ୍ରତିକଥାରେ ସାମିଲ କରିନଥାଉ କିନ୍ତୁ ଭାବନାତ୍ମକ ଭାବରେ ତାଙ୍କ ସହିତ ଯୋଡି ହୋଇ ରହିଥାଉ।ଶୋଇବା ଓ ଉଠିବା ସମୟରେ ତାଙ୍କର କଥା ସବୁବେଳେ ମନେପଡିଥାଏ। ଏହି କାରଣରୁ ସେମାନେ ସ୍ବପ୍ନରେ ଆସିଥାନ୍ତି।

- Advertisement -

ଯଦି ମୃତ ପରିଜନ ବାରମ୍ବାର ସ୍ବପ୍ନରେ ଆସିଥାନ୍ତି ତେବେ ଏହାର କାରଣ ଏହା ରହିଥାଏ ଯେ, ସେମାନେ ଆମକୁ କିଛି କହିବାକୁ ଚାହୁଁଛନ୍ତି କିମ୍ବା ତାଙ୍କର କିଛି ଇଛା ରହିଛି। ଯଦି ଆପଣ ତାଙ୍କ ଦ୍ବାରା କୁହାଯାଇଥିବା କଥା ଠିକ୍ ଭାବରେ ଜାଣିପାରନ୍ତି ତେବେ ଭଲ, ନହେଲେ ଆପଣଙ୍କ ମୃତ ପରିଜନଙ୍କ ନାମରେ ସମୟ ସମୟରେ କିଛି ଦାନ ଦିଅନ୍ତୁ। କାରଣ ଏଭଳି କରିବା ଦ୍ବାରା ତାଙ୍କର ଆତ୍ମା ଶାନ୍ତି ମିଳିଥାଏ ଏହା ସହ ତାଙ୍କର ଆର୍ଶିବାଦ ଆପଣଙ୍କୁ ମିଳିଥାଏ। ମୃତ ପରିଜନମାନେ ସ୍ବପ୍ନରେ ବହୁବାର ଆର୍ଶିବାଦ ଦେବାକୁ ଆସିଥାନ୍ତି। ସେ ସମୟରେ ସେମାନେ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories