www.samajalive.in
Monday, December 8, 2025
27.1 C
Bhubaneswar

ସିବିଏସଇ ୧୦ମ ବୋର୍ଡ ପରୀକ୍ଷାରେ ବାକିଥିବା ବିଷୟ ଗୁଡିକର ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାର୍ଇ ସମଗ୍ର ଲକ୍ ଡାଉନ ହୋଇ ରହିଛି। ଏହାରି ମଧ୍ୟରେ ଶେଷ ହୋଇ ଆସିଲାଣି ୨୦୧୯-୨୦ ଶିକ୍ଷାବର୍ଷ । ଏଭଳି ସ୍ଥିତିରେ ଲକ୍ ଡାଉନ ପାଇଁ ସିବିଏସଇ ୧୦ ବୋର୍ଡ ପରୀକ୍ଷାରେ ବାକିଥିବା ବିଷୟର ପରୀକ୍ଷା ହେବ ନାହିଁ  ବୋଲି ସିବିଏସଇ ନିଷ୍ପତ୍ତି ନେଇଛି । ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଲକ୍ ଡାଉନ୍ ପୂର୍ବରୁ ୧୦ ବୋର୍ଡ ପରୀକ୍ଷାର କିଛି ପରୀକ୍ଷା ସରିଥିଲା ଆଉ କିଛି ବାକି ରହିଥିଲା । ବର୍ତ୍ତମାନ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ଦେଖି ବାକି ବିଷୟ ଗୁଡିକୁ ପରୀକ୍ଷା କରାଯିବ ନାହିଁ । ଯେଉଁ ବିଷୟ ଗୁଡିକ ପରୀକ୍ଷା ହେବନି ସେହି ବିଷୟ ଗୁଡିକର ଇଣ୍ଟରନାଲ ମାର୍କ ଏବଂ ଅନ୍ୟାନ୍ୟ ଆଧାରରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯିବ ବୋଲି ସିବିଏସଇ ନିଷ୍ପତ୍ତି ନେଇଥିବା କହିଛନ୍ତି ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories