www.samajalive.in
Monday, December 8, 2025
27.1 C
Bhubaneswar

ଉହାନ ହେଲା କରୋନା ମୁକ୍ତ

ବେଜିଂ : କରୋନା ସଂକ୍ରମଣର ମୂଳ କେନ୍ଦ୍ର ଚୀନ ହୁବେଇ ପ୍ରଦେଶର ଉହାନ ସହର କରୋନା ମୁକ୍ତ ହୋଇଛି। ରବିବାର ଉହାନରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି; ଅର୍ଥାତ୍‌ ଏଠାକାର କୌଣସି ଡାକ୍ତରଖାନାରେ ସଂକ୍ରମିତ ଚିକିତ୍ସିତ ହେଉନାହାନ୍ତି। ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯାଇଛନ୍ତି ବୋଲି ଚୀନ ନ୍ୟାସନାଲ ହେଲଥ କମିସନ ମୁଖପାତ୍ର ମି ଫେଙ୍ଗ କହିଛନ୍ତି। ଉହାନରେ କରୋନା ଭୂତାଣୁ ଆରମ୍ଭ ହୋଇଥିବାବେଳେ ଏଠାରେ ୭୬ଦିନର ଲକଡାଉନ ଘୋଷଣା କରାଯାଇଥିଲା। ଏପ୍ରିଲ ୮ରେ ୭୬ଦିନିଆ ଲକଡାଉନ ହଟାଯାଇଥିଲା। ଏବେ ଏହି ସହର କରୋନା ମୁକ୍ତ ହେବା ଏକ ବଡ ସଫଳତା ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories