www.samajalive.in
Monday, December 8, 2025
24.1 C
Bhubaneswar

ଲକଡାଉନରେ ଖୋଲା ରହିବ ବହି ଓ ପ୍ରିପେଡ ରିଚାର୍ଜ ଦୋକାନ

ନୂଆଦିଲ୍ଲୀ: ଲକ୍‌ ଡାଉନ ସମୟରେ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ , ଇଲେକ୍ଟ୍ରି ଫ୍ୟାନ ଦୋକାନ ଓ ପ୍ରିପେଡ୍ ମୋବାଇଲ ରିଚାର୍ଜ ଦୋକାନ ଖୋଲିବାକୁ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ସେହିପରି କିଛି ଅତ୍ୟାବଶ୍ୟକୀୟ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଅନୁମତି ମିଳିଛି। ଲକ ଡାଉନ ସମୟରେ ପାଉଁରୁଟି ଫ୍ୟାକ୍ଟ୍ରି, କ୍ଷୀର ପ୍ରକ୍ରିୟାକରଣ ପ୍ଲାଣ୍ଟ୍, ଅଟା ଏବଂ ଡାଲି ମିଲ ଖୋଲାରହିବ ।

ବରିଷ୍ଠ ନାଗରିକଙ୍କ ସହ ରହୁଥିବା କେୟାର ଟେକରଙ୍କ ପାଇଁ ମଧ୍ୟ ଲକ୍‌ଡାଉନ ନିୟମକୁ କୋହଳ କରାଯାଇଛି। ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories