କଟକ : କଟକର ବାଦାମବାଡି ବସ୍ଷ୍ଟାଣ୍ଡ ଖାନନଗରକୁ ଉଠିବା ନେଇ ଘୋଷଣା ହେବା ପରେ ଶନିବାରଠାରୁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ, ସିଏମସି କମିଶନର ଅନନ୍ୟା ଦାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ଏହି ସମୟରେ ଖାନଗର ରିଙ୍ଗରୋଡ ଆଖପାଖ ବସ୍ତି ଓ ବିଶ୍ୱନାଥ ପାଠାଗାର ଆଦି ବୁଲି ଦେଖିଛନ୍ତି।
ବାଦାମବାଡି ବସ୍ଷ୍ଟାଣ୍ଡ ସ୍ତାନାନ୍ତର ପ୍ରକ୍ରିୟା ଆରମ୍ଭ
Popular Categories



