www.samajalive.in
Tuesday, December 9, 2025
17.1 C
Bhubaneswar

ଇଟାଲୀ : କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୩୬୬କୁ ବୃଦ୍ଧି

ରୋମ :  ସାରା ବିଶ୍ୱରେ ଇଟାଲୀ ଦ୍ୱିତୀୟ ବୃହତ୍‍ କରୋନା ସଂକ୍ରମିତ ଦେଶ ଭାବରେ ଦକ୍ଷିଣ କୋରିଆକୁ ଅତିକ୍ରମ କରିଛି।  ସେଠାରେ ଏହି ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧୩୩ରୁ ୩୬୬କୁ ବୃଦ୍ଧି ପାଇଥିବାବେଳେ ଲମ୍ବାଡ଼ି ଅଞ୍ଚଳରେ ସର୍ବାଧିକ ମୃତ୍ୟୁ ଘଟିଛି। ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨୫% ବୃଦ୍ଧି ପାଇ ୫୮୮୩ ରୁ ୭,୩୭୫କୁ ବଅଦ୍ଧି ପାଇଛି।

ଦକ୍ଷିଣ କୋରିଆରେ ୭ ହଜାର ୩୧୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା କମ୍‍ ହେବାରେ ଲାଗିଛି। ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ୍‍ କରାଯିବା ସହିତ ସ୍କୁଲ୍‍ଗୁଡ଼ିକୁ ବନ୍ଦ୍‍ ରଖାଯାଇଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories