www.samajalive.in
Thursday, December 11, 2025
23.1 C
Bhubaneswar

ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲା କାଜଲ ଅଗ୍ରଓ୍ବାଲଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ : ସିଙ୍ଗାପୁରର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌(ସଂଗ୍ରହାଳୟରେ)ରେ ସ୍ଥାନ ପାଇଲା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଗ୍ରଓ୍ବାଲଙ୍କ ମହମ ପ୍ରତିମୂର୍ତ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲଙ୍କ ଏହି ମହମ ପ୍ରତିମୂର୍ତ୍ତି ପ୍ରଥମ କରି ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି। ଏହି ମୂର୍ତ୍ତିର ଉଦ୍‌ଘାଟନ ସେ ନିଜେ କରିଛନ୍ତି। ତାଙ୍କ ପ୍ରତିମୂର୍ତ୍ତିର ଉଦ୍‌ଘାଟନ ପାଇଁ କାଜଲ ପରିବାରଙ୍କ ସହ ସିଙ୍ଗାପୁରରେ ପହଞ୍ଚିଥିଲେ। ତେବେ କାଜଲଙ୍କ ପ୍ରତିମୂର୍ତ୍ତି ସହ ଜଡିତ କେତେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କାଜଲ ନିଜ ପ୍ରତିମୂର୍ତ୍ତି ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଏହି ଭାରତୀୟ ସେଲିବ୍ରିଟିଙ୍କର ପ୍ରତିମୂର୍ତ୍ତି ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌(ସଂଗ୍ରହାଳୟରେ)ରେ ସ୍ଥାନ ପାଇଛି…..

- Advertisement -

୧. ମହେଶ ବାବୁ

୨. ପ୍ରଭାସ

୩. ଅମିତାଭ ବଚ୍ଚନ

୪. କାଜୋଲ

୫. ମାଧୂରୀ ଦିକ୍ଷୀତ

୬. ଅନିଲ କପୁର

୭. ଐଶ୍ବର୍ଯ୍ୟ ରାୟ

୮.ହ୍ରିତିକ ରୋଷନ

୯. କରୀଣା କପୁର

୧୦. ରଣବୀର କପୁର

୧୧. କ୍ୟାଟ୍ରିନା କୈଫ୍

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories