www.samajalive.in
Wednesday, December 10, 2025
18.1 C
Bhubaneswar

‘ସୂର୍ଯ୍ୟବଂଶୀ’ରେ ଜ୍ୟାକିଙ୍କ ଏଣ୍ଟ୍ରି

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ୍‍ ଶନିବାର(୧ ଫେବୃଆରୀ) ନିଜର ଜନ୍ମଦିନ ପାଳନ କରୁଛନ୍ତି। ଜ୍ୟାକିଙ୍କ ଜନ୍ମଦିନ ଅବସରରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଜ୍ୟାକି ଶ୍ରଫ୍‍ ଓ ରୋହିତ ଶେଟ୍ଟୀଙ୍କୁ ଦେଖିବାକୁ ମିଳିଛି। ଏହା ସହିତ ତାଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ଜ୍ୟାକିଙ୍କ ଏଣ୍ଟ୍ରି ନେଇ ସୂଚନା ଦେଇଛନ୍ତି।

https://www.instagram.com/p/B8ApIbPBtTl/?utm_source=ig_web_copy_link

- Advertisement -

ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଜ୍ୟାକି ନଜର ଆସିବେ ବୋଲି ଜଣାପଡ଼ିଛି। ରୋହିତ ଶେୟାର କରିଥିବା ଫଟୋରେ ଜ୍ୟାକି ଏକ ଗାଡ଼ି ଉପରେ ବସିଥିବା ଦେଖିବାକୁ ମିଳିଛି। ଫଟୋରେ ସେ ଜବରଦସ୍ତ ଲୁକ୍‍ରେ ନଜର ଆସିଛନ୍ତି। ଏହା ବ୍ୟତୀତ ପ୍ରଶଂସକଙ୍କ ପାଇଁ ଆହୁରି ସର୍‍ପ୍ରାଇଜ୍‍ ବାକି ଅଛି ବୋଲି ରୋହିତ କହିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories