www.samajalive.in
Monday, December 8, 2025
14.1 C
Bhubaneswar

ଭାରତ ବିରୋଧରେ ସ୍ୱର ବଦଲାଇଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ସହକର୍ମୀ

ଟରୋଣ୍ଟୋ: ଭାରତରୁ ଯିବା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟେଉଙ୍କର ସହ କର୍ମୀ ତଥା ତାଙ୍କର ସୁରକ୍ଷା ପରାମର୍ଶଦାତା  ଖଲିସ୍ତାନ ଆତଙ୍କବାଦୀ ଅଟଓ୍ୱଲଙ୍କୁ ନୈଶ ଭୋଜିକୁ ନିମନ୍ତ୍ରଣ କରିବା ବିଷୟରେ  ଭାରତ ବିରୋଧି ମନ୍ତବ୍ୟ ଦେଇଛନ୍ତି । ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଅଟଓ୍ୱଲଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କରିଥିବା କଥା ସେ କହିଛନ୍ତି । ଏହାକୁ କାନାଡର ପ୍ରଧାନମନ୍ତ୍ରୀ ସମର୍ଥନ ଦେଲାପରି କାନାଡା ସରକାରଙ୍କ ଜଣେ ଅଭିଜ୍ଞ ଓ ପ୍ରତିରକ୍ଷା ପରାମର୍ଶଦାତାଙ୍କର ଏପରି ମନ୍ତବ୍ୟ ସେ କିଛି ଜାଣିଥିବାରୁ କହିଛନ୍ତି ବୋଲି ସୂଚନା ଦେଇଛନ୍ତି । ଭାରତ ଏହି ମନ୍ତବ୍ୟକୁ ତଥ୍ୟ ପ୍ରମାଣ ବିନା ଦିଆଯାଇଥିବା ମନ୍ତବ୍ୟ କହିବା ସହ ଅଭିଯୋଗକୁ ଅସ୍ୱୀକାର କରିଛି ।

ଏହାପରେ କାନାଡାରେ ବିରୋଧ ଆରମ୍ଭ ହୋଇଛି । ବିରୋଧି କଞ୍ଜରଭେଟିଭ ପାର୍ଟିର ସଦସ୍ୟମାନେ ଟ୍ରୁଡ୍ୟେଉ ଏହାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି । ଅଖଣ୍ଡ ଭାରତ ଘୋଷଣା ପାଇଁ ବିରୋଧି ଦଳ କାନାଡାରେ ସଂସଦରେ ଏକ ବିଧେୟକ ଆଣିଛି । ଏହା ସହ ଖାଲିସ୍ତାନ ବିଛିନ୍ନତା ବାଦିଙ୍କୁ କାନାଡାର ବିରୋଧି ଦଳ ନିନ୍ଦା କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories