www.samajalive.in
Monday, December 8, 2025
17.1 C
Bhubaneswar

ସିଆଚେନ୍‌ରେ ବରଫ ଅତଡ଼ା ଧସି ୪ ଯବାନ ସହିଦ, ୨ ପୋର୍ଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସିଆଚେନ୍‌ରେ ବରଫ ଅତଡ଼ା ଧସିବା ଫଳରେ ସୋମବାର ଭାରତୀୟ ସେନାର ପାଟ୍ରୋଲିଂ ଦଳରେ ସାମିଲ ଥିବା ୪ଜଣ ଯବାନ ସହିଦ ହୋଇଛନ୍ତି। ଏହା ବ୍ୟତୀତ ୨ ଜଣ ପୋର୍ଟରଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ସିଆଚେନର ଉତ୍ତର ସିଆଚେନ୍‌ର ୨୦ହଜାର ଫୁଟ ଉଚ୍ଚ ବରଫାବୃତ୍ତ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ସମୟରେ ପାଟ୍ରୋଲିଂ ବେଳେ ୮ଜଣ ଯବାନ ବରଫ ଅତଡ଼ା ତଳେ ଚାପି ହୋଇ ରହିଥିଲେ।  ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସଂକଟାପନ୍ନ ଅବସ୍ଥାରେ ସେନା ପକ୍ଷରୁ ଆହତ ଯବାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏହା ମଧ୍ୟରେ ୪ ଯବାନ ସହିଦ ହୋଇ ଯାଇଥିଲେ। ଏହା ବ୍ୟତୀତ ଦୁଇ ଜଣ ସାଧାରଣ ପୋର୍ଟରଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଯବାନଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories