www.samajalive.in
Monday, December 8, 2025
27.1 C
Bhubaneswar

ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୫ଟି ସଙ୍କେତ

ପୁରାଣରେ ବର୍ଣ୍ଣିତ ରହିଛି ଯେ, ଯଦି କୌଣସି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀଙ୍କ କୃପା ପଡେ, ସେହି ବ୍ୟକ୍ତିର ଘରୁ କେବେ ଧନ ଓ ସମୃଦ୍ଧିର କମ୍ ହୁଏ ନାହିଁ। କିନ୍ତୁ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ମା’ ଲକ୍ଷ୍ମୀ କଦାପି ଗୋଟିଏ ସ୍ଥାନରେ ବେଶି ଦିନ ରୁହନ୍ତି ନାହିଁ।
ମାନ୍ୟତା ଅନୁସାରେ ବ୍ୟକ୍ତିଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଥାଏ, ଯାହା ସଙ୍କେତ ଦିଏ ଯେ ଆଗାମୀ ଦିନରେ ସେହି ବ୍ୟକ୍ତିର ଜୀବନରୁ ସମସ୍ତ ଦୁଃଖ ଓ ଦୁର୍ଦଶା ଦୂର ହେବା ସହ ଭଲ ସମୟ ଆସିବ। ତେବେ ଆସନ୍ତୁ ଜାଣିବା ସେହି ସଙ୍କେତଗୁଡିକ ବିଷୟରେ….
ଝାଡୁ ସହ ମା’ ଲକ୍ଷ୍ମୀଙ୍କ ସମ୍ପର୍କ ଗଭୀର, ଏକଥା ସମସ୍ତଙ୍କୁ ଜଣା। ଯଦି ସକାଳୁ କେହି ଝାଡୁ ଲଗାଉଥିବା ଦେଖୁଛନ୍ତି ତେବେ ଜାଣିବେ ବହୁତ ଶୀଘ୍ର ଆପଣ ମାଲାମାଲ ବା ଧନୀ ହେବାକୁ ଯାଉଛନ୍ତି।
ଶଙ୍ଖ ଧ୍ବନି ଶବ୍ଦ ଶୁଣିବା ଅର୍ଥ ହେଉଛି ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ। ଯଦି ଆପଣ ଶଙ୍ଖ ଧ୍ବନି ଶୁଣୁଛନ୍ତି, ତେବେ ଜାଣନ୍ତୁ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିବ।
ସକାଳ ସମୟରେ ଆଖୁ ଦେଖିବା ଶୁଭ ସଙ୍କେତ। ଯଦି ଆପଣ ସକାଳେ ଆଖୁ ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ।
ମା’ ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା। ଯଦି ଆପଣ ଆଖପାଖରେ ପେଚା ଦେଖୁଛନ୍ତି ତେବେ ଜାଣନ୍ତୁ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ବହୁତ ଶୀଘ୍ର ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ।
ଯଦି ଆପଣ ପାଖଆଖରେ ସବୁଜ ସୁନ୍ଦର ଦେଖୁଛନ୍ତି, ତେବେ ଜାଣନ୍ତୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି। ଏହା ସହ ଜୀବନରେ ଦେଖା ଦେଉଥିବା ସମସ୍ତ ସମସ୍ୟା ମଧ୍ୟ ଦୂର ହେବ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories