www.samajalive.in
Wednesday, December 10, 2025
18.1 C
Bhubaneswar

କେବଳ ସୁପ୍ରିମକୋର୍ଟ ବିଚାର କରିବେ ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣ ମାମଲା

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମର ନିୟନ୍ତ୍ରଣ ସମ୍ବନ୍ଧୀୟ ସମସ୍ତ ମାମଲାକୁ ହାଇକୋର୍ଟଗୁଡ଼ିକରୁ ନିଜ ଅଧୀନକୁ ଆଣିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେସ୍‍ବୁକ୍‍ ଓ ହ୍ୱାଟସ୍‍ ଆପ୍‍ ଦ୍ୱାରା କରାଯାଇଥିବା ସ୍ଥାନାନ୍ତରଣ ପିଟିସନ୍‍ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟକୁ ମାମଲା ସ୍ଥାନାନ୍ତରଣକୁ ତାମିଲନାଡୁ ବିରୋଧ କରୁନାହିଁ ବୋଲି କୋର୍ଟଙ୍କୁ ଜଣାଇଛି।

ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍‍ଆପ୍‍ ସହ ଆଧାର ସଂଯୋଗ ସମ୍ବନ୍ଧୀୟ ମାମଲା ମାଡ୍ରାସ୍‍ ହାଇକୋର୍ଟରେ ପଡ଼ି ରହିଛି। ସାମାଜିକ ଗଣମାଧ୍ୟମଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବା ବିଷୟକୁ ଚୂଡ଼ାନ୍ତ କରିବା ଲାଗି କେନ୍ଦ୍ର ସରକାର ଆସନ୍ତାବର୍ଷ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ୨୦୨୦ ଜାନୁଆରୀ ମାସ ଶେଷ ସପ୍ତାହକୁ ସମୟ ଧାର୍ଯ୍ୟ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories