ସୁରଟ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହିଳା ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ସୁରଟରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚରେ ଭାରତ ୧୧ରନରେ ବିଜୟୀ ହୋଇଥିଲା। ଯାହା ଫଳରେ ଭାରତ ଏବେ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।
Popular Categories



