www.samajalive.in
Tuesday, December 9, 2025
16.1 C
Bhubaneswar

ରାତି ୧୧ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ପାକିସ୍ତାନ ଏୟାର୍‌ସ୍ପେସ୍‌ ବ୍ୟବହାର କରିବା ପାଇଁ ଭାରତୀୟ ରାଷ୍ଟ୍ରପତି ଭବନରୁ କରାଯାଇଥିବା ଅନୁରୋଧକୁ ପାକିସ୍ତାନର ପ୍ରତ୍ୟାଖାନ
# ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ଓ ଅରବିଟର୍ ଚନ୍ଦ୍ର କକ୍ଷରେ ସଂପୂର୍ଣ୍ଣ ସକ୍ରିୟ – ଇସ୍ରୋ ଅଧିକାରୀ
# ମୋଟର ଯାନ ଆଇନ୍‌ରେ ସହାୟତା ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର – ୧୮୦୦୩୪୫୧୦୭୩
# ଭୁବନେଶ୍ୱରର ଆମ୍ରି ଓ ଆପୋଲୋ ଏବଂ କଟକର ଅଶ୍ୱିନୀ ହସ୍‌ପିଟାଲରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା

ଆଞ୍ଚଳିକ
# ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା – ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି
# ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଘରୋଇ ହସ୍‌ପିଟାଲରେ ମିଳିବ ମାଗଣା ଚିକିତ୍ସା – ପରିବହନ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ଦେଲା ୪ କୋଟି ଟଙ୍କା
# ଭୁବନେଶ୍ୱରର ଆମ୍ରି ଓ ଆପୋଲୋ ଏବଂ କଟକର ଅଶ୍ୱିନୀ ହସ୍‌ପିଟାଲରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା
# ମୋଟର ଯାନ ଆଇନ୍‌ରେ ସହାୟତା ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର – ୧୮୦୦୩୪୫୧୦୭୩
# ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ଖୋଲିବ ହେଲ୍‌ପ ଡେକ୍ସ, ସକାଳ ୮ରୁ ରାତି ୧୦ଟା ଯାଏଁ ଖୋଲା
# ପରିବହନ ସଚିବଙ୍କ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ – ଫିଟ୍‌ନେସ୍‌ ସାର୍ଟିଫିକେଟ ଓ ରିନ୍ୟୁଆଲ୍‌ ପାଇଁ ଖୋଲିବ ଅଧିକ ସ୍ଲଟ୍‌
# ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ଆସି କଟକରେ ପହଞ୍ଚିଲେ ଜଗା-ବଳିଆ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ନିଆଗଲା
# ସରକାରୀ ଗାଡ଼ିରେ ନାହିଁ କାଗଜପତ୍ର, ଭୁବନେଶ୍ୱର ରାଜମହଲ ଛକରେ ପୁଲିସ – ଜନତା ମୁହାଁମୁହିଁ
# ସ୍ତ୍ରୀକୁ ହତ୍ୟାକରି ନଦୀରେ ଭସାଇଦେଲା ସ୍ୱାମୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋକୁଳପୁର ଗ୍ରାମର ବିବାହିତ ମହିଳା ହରପ୍ରିୟା ସାହୁଙ୍କ ମୃତଦେହ ଗୋବରୀ ନଈରୁ ଉଦ୍ଧାର
# ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ – ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ନିଷ୍ପତ୍ତି ଠିକ୍‌ ବୋଲି କହିଲେ କୋର୍ଟମିତ୍ର ରଞ୍ଜିତ କୁମାର
# କୋଲକାତାରୁ ଧାମରା ଯାଉଥିବା ନିଗମ ନାମକ ଏକ ଯାତ୍ରୀବାହୀ ବସ୍‌ରୁ ବିପୁଳ ପରିମାଣର ଏସିଡ ଜବତ କରିଛି ବାଲେଶ୍ୱର ପୁଲିସ, ୩ ଅଟକ
# ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ପରିସର
# ପୁଲିସ କମିଶନର ସ୍ପଷ୍ଟ କଲେ – ୫ଟି ଭୁଲ ପାଇଁ ଜୋରିମାନା, ବାଇକ୍‌ରେ ୩ ଜଣ ଗଲେ, ହେଲମେଟ୍ ପିନ୍ଧିନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପୁଥିଲେ ଏବଂ ରାସ୍ତାର ଭୁଲ୍ ସାଇଡ୍‌ରେ ଗଲେ
# ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡିହି ଗାଁରେ ମହିଳାଙ୍କୁ ହତ୍ୟା, ବିଲରୁ କଟାମୁଣ୍ଡ ଉଦ୍ଧାର
# ରାଜ୍ୟରେ ଥିବା ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ, ଉପକୃତ ହେବେ ୧୮ ଶହ ଘରୋଇ କ୍ଳିନିକ୍
# ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ, ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
# ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ପାଇଁ ରାଜ୍ୟର ୧୪ଟି ଟୋଲ୍‌ଗେଟ୍‌ରେ ଚେକିଂ ବ୍ୟବସ୍ଥା ଆରମ୍ଭ
# ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ପାଇବେ ଚଳିତବର୍ଷର ଶାରଳା ପୁରସ୍କାର, ପାଇବା ପାଇଁ ମନୋନୀତ ହୋଇଛନ୍ତି। ସଙ୍ଗୀତ ପାଇଁ ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ ଲଲାଟମୋହନ ପଟ୍ଟନାୟକ
# ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଟୋଲଗେଟରୁ ୩୮ ଡ୍ରାଇଭର ଗିରଫ

- Advertisement -

ଜାତୀୟ
# ମୁମ୍ବଇରେ ୩ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ବଦଳି ଆଦେଶ ପୁର୍ନବିଚାର ନ ହେବାରୁ ପଦରୁ ଇସ୍ତଫା ଦେଲେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟା କେ. ତାହିଲରମାନି
# ଇସ୍ରୋ ବୈଜ୍ଞାନିକଙ୍କୁ କହିଲେ ପ୍ରଧାନମନ୍ତ୍ରୀ, ଭାରତର ଚନ୍ଦ୍ରଯାନ-୨ ଯାତ୍ରା ଏକ ସ୍ମରଣୀୟ ଯାତ୍ରା ତେଣୁ ଲକ୍ଷ୍ୟ ସଫଳ ହେବା ପର୍ଯ୍ୟନ୍ତ ନିରାଶ ନହୋଇ ଧୈର୍ଯ୍ୟ ଧରିବାକୁ ପଡ଼ିବ
# ଚନ୍ଦ୍ର ଅଭିଯାନରେ ଲ୍ୟାଣ୍ଡର ବିକ୍ରମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ ସିବନ
# ଜମ୍ମୁ-କଶ୍ମୀରର ସୋପରେ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ୪ ବର୍ଷୀୟା ନାବାଳକ ସମେତ ୪ ନିହତ
# କଶ୍ମୀରର ଅଧିକାଂଶ ବାସିନ୍ଦା ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ କରୁଛନ୍ତି – ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ
# ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ଓ ଅରବିଟର୍ ଚନ୍ଦ୍ର କକ୍ଷରେ ସଂପୂର୍ଣ୍ଣ ସକ୍ରିୟ – ଇସ୍ରୋ ଅଧିକାରୀ
# ମୁମ୍ବାଇରେ ୩ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆନ୍ତର୍ଜାତିକ
# ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣର ଐତିହାସିକ ପ୍ରୟାସ ପାଇଁ ପାକିସ୍ତାନର ପ୍ରଥମ ମହାକାଶଚାରୀ ନମୀରା ସଲିମ ଭାରତ ଓ ଇସ୍ରୋକୁ ଜଣାଇଲେ ଶୁଭେଚ୍ଛା
# ପାକିସ୍ତାନ ଏୟାର୍‌ସ୍ପେସ୍‌ ବ୍ୟବହାର କରିବା ପାଇଁ ଭାରତୀୟ ରାଷ୍ଟ୍ରପତି ଭବନରୁ କରାଯାଇଥିବା ଅନୁରୋଧକୁ ପାକିସ୍ତାନର ପ୍ରତ୍ୟାଖାନ
# ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବଜଓ୍ଵା ନିୟନ୍ତ୍ରଣ ରେଖା ବୁଲିି ଦେଖିଲେ
# ଲାହୋର ପଞ୍ଜାବ ପ୍ରଦେଶରେ ଜଣେ ୧୫ ବର୍ଷୀୟ ଖ୍ରୀଷ୍ଟିଆନ୍‌ ଝିଅକୁ ତା’ର ଶିକ୍ଷକ ଜବରଦସ୍ତି ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇଥିବା ଅଭିଯୋଗ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories