ଆନ୍ଦୋଳନରତ କୃଷକଙ୍କୁ ସରକାରଙ୍କ ଅନୁରୋଧ.. ଶାନ୍ତି ବଜାୟ ରଖ, ପୁଣି ଆଲୋଚନା ପାଇଁ ଆସ..
ଆଦିବାସୀଙ୍କ ଉପରୁ ୪୮୦୧୮ଟି ମାମଲା ପ୍ରତ୍ୟାହୃତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ..
ମାହାଙ୍ଗା ଡବଲ ମର୍ଡର ମାମଲା.. ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି.. ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି..
ଆନନ୍ଦପୁର: ପରିବା ଗାଡ଼ି-ଆମ୍ବୁଲାନ୍ସ ଧକ୍କା, ୩ ଗୁରୁତର.. ଜାତୀୟ ରାଜପଥ-୨୦ର ତଳଗାଁ ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା.. ଆମ୍ବୁଲାନ୍ସ ରୋଗୀ, ଫାର୍ମାସିଷ୍ଟ ଓ ପରିବାଗାଡ଼ି ଚାଳକ ଗୁରୁତର..
ଭୁବନେଶ୍ବର: ଘରୋଇ ବିଶ୍ବବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ.. ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ.. ମାଡ଼ରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଲା..
ଜୟପୁର: ନଦୀରେ ବୁଡ଼ି ଯାଇ ଭାଇଭଉଣୀ ମୃତ.. ମୃତକ ବୋରିଗୁମା ଥାନା ଅଞ୍ଚଳା ପଞ୍ଚାୟତ ବିରାହାଣ୍ଡି ଗାଁର..
ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ.. ଶଙ୍ଖ ଛାଡି ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ..
ବଡବିଲରେ ନଦୀରେ ବୁଡି ନିଖୋଜ ଘଟଣା.. ୩ ଦିନ ପରେ ମିଳିଲା ମୃତଦେହ..
ସମୂର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍.. ଓସିଏ ସମ୍ପାଦକ ଦେଲେ ସୂଚନା..
ଶ୍ରୀଜୀଉଙ୍କ ବନକଲାଗି ନୀତି.. ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ..
ଗୁରୁବାରଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା..
ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ.. ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ..
ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ..



