www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତା ସପ୍ତାହରୁ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲିପାରେ ଧବଳେଶ୍ବର ପୀଠ.. ଡଙ୍ଗା ଯୋଗେ ସପ୍ତାହକୁ ୪ ଦିନ ଦର୍ଶନ ପାଇଁ ଦିଆଯାଇପାରେ ଅନୁମତି.. ସୂଚନା ଦେଲେ ଆଠଗଡ଼ ଉପଜିଲାପାଳ..

ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଜେଲରେ ବନ୍ଦୀ ଥିବା ପ୍ରେମିକ ଅଫତାବ ପୁନାୱାଲା ଦେବ ମିଛଧରା ପରୀକ୍ଷା.. ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ କରାଇବାକୁ ବୁଧବାର ଅନୁମତି ଦେଇଛନ୍ତି ସାକେତ ଅଦାଲତ.. ଅଫତାବ ପୁଲିସକୁ ଦେଇଥିବା ତଥ୍ୟ କେତେ ସତ ଏବଂ କେତେ ମିଛ ଏହାର ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସ ଅଫତାବର ନାର୍କୋ ଟେଷ୍ଟ କରାଇବା ପାଇଁ ଅନୁମତି ମାଗିଥିବା ବେଳେ କୋର୍ଟ ଆଜି ଏହି ଅନୁମତି ଦେଇଛନ୍ତି..

- Advertisement -

ଡିଜିଟାଲ ଭିତ୍ତିଭୂମିର ଦ୍ରୁତ ବିକାଶ ହେଲେ ଦେଶଗୁଡ଼ିକ ମଧ୍ୟରେ ଥିବା ବିଭେଦ ଦୂର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି.. ଆଜି ଇଣ୍ଡୋନେସିଆର ବାଲିଠାରେ ଜି-୨୦ ସମ୍ମିଳନୀରେ ଦ୍ୱିତୀୟ ଦିନର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ଡିଜିଟାଲ ରୂପାନ୍ତରୀକରଣ ବିଷୟରେ ଏହା କହିଛନ୍ତି..

ପଦ୍ମପୁରକୁ ଜିଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ମିଳିଛି.. ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିଶ୍ରୁତି ଦେଇଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସୂଚନା ଦେଇଛନ୍ତି.. ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲା ମାନ୍ୟତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛି କ୍ରିୟାନୁଷ୍ଠାନ କମିଟି..

ଆଜି ପ୍ରଥମାଷ୍ଟମୀ ; ଘରେ ଘରେ ଏଣ୍ଡୁରିପିଠାର ଆସର

ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ; ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ

କୋରାପୁଟର ଶିମିଳିଗୁଡା ସବୁଠୁ ଥଣ୍ଡା ସହର .. ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ .. ଜି ଉଦୟଗିରି ୮ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟ ୧୦ ଡିଗ୍ରୀ, ୧୪ ଡିଗ୍ରୀ ତଳେ ୯ ସହରର ରାତି ତାପମାତ୍ରା ..

ସମ୍ବଲପୁର ଜିଲା ଓକିଲ ସଂଘର କୋର୍ଟ ବର୍ଜନ ଆନ୍ଦୋଳନ ଜାରି..ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଆନ୍ଦୋଳନ

ରୁଷିଆ ମିଜାଇଲ୍‍ ଆକ୍ରମଣରେ ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ ଘଟଣା.. ଇଣ୍ଡୋନେସିଆ ବାଲିରେ ଜରୁରୀ ବୈଠକ ଡାକିଲେ ଜୋ ବାଇଡେନ୍‍.. ଜି ୭ ଓ ନାଟୋ ନେତାଙ୍କୁ ନେଇ ବୈଠକ ଡାକିଲେ ବାଇଡେନ୍‍

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories