www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ

କରୋନାରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ଵ ଜିଲା ପ୍ରଶାସନ ନେଉ: ସୁପ୍ରିମକୋର୍ଟ

- Advertisement -

–କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ପ୍ରକ୍ରିୟା ଗୋଟିଏ ସପ୍ତାହ ଘୁଞ୍ଚାଇଲେ ରାଜ୍ୟ ସରକାର

–ଆଜି ଶେଷ ହେବାକୁ ଥିବା ପ୍ରକ୍ରିୟା ଜୁନ ୪ ପର୍ଯ୍ୟନ୍ତ ଘୁଞ୍ଚିଲା। ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଛନ୍ତି ସରକାର

–ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରର ସହାୟତା ନେଇ ଘୋଷଣା।

–ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ଘୋଷଣା। ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–ବାତ୍ୟା ପାଇଁ ମୋଟ ୧୦୦୦କୋଟିର ସହାୟତା ଘୋଷଣା। ବାକି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା
–ବାତ୍ୟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା
–ବାତ୍ୟାରେ ଗୁରୁତର ଆହତଙ୍କ ଲାଗି ୫୦ହଜାର ଟଙ୍କାର ସହାୟତା ଘୋଷଣା
–କ୍ଷୟକ୍ଷତି ଆକଳନ ଲାଗି ଆସିବ କେନ୍ଦ୍ରୀୟ ଟିମ। ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆସିବ ଆନ୍ତଃମନ୍ତ୍ରାଳୟ ଟିମ

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

 ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ, ଘୋଷଣା କଲେ କେଜ୍ରିୱାଲ

– ୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି

– ବଡ଼ ସଫଳତା: କରୋନା ଭୂତାଣୁର ପ୍ରମୁଖ ପ୍ରୋଟିନ ସରଞ୍ଚନାର ଏକ ଅଂଶକୁ ଖୋଜି ବାହାର କଲେ ଭାରତୀୟ ଗବେଷକ

– ତ୍ରିରଙ୍ଗାର ଅପମାନ କରିଛନ୍ତି କେଜ୍ରିୱାଲ: ପ୍ରହଲ୍ଲାଦ ପଟେଲ

– ଚୋକ୍‌ସୀଙ୍କୁ ନିର୍ଯାତନା ଦେବା ପରେ ଆଣ୍ଟିଗୁଆରୁ ଡୋମିନିକା ଅପହରଣ କରାଯାଇଥିଲା

 ଦେଶରେ ୨ଲକ୍ଷ ତଳକୁ ପୁଣି ଖସିଲା ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୩,୬୬୦

 ଦେଶରେ ଆଉ ୨ ଲକ୍ଷ ୫୯ ହଜାର ୪୫୯ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨କୋଟି ୪୮ ଲକ୍ଷ ୯୩ ହଜାର ୪୧୦, ଆରୋଗ୍ୟ ହାର ୯୦.୩୪% କୁ ବୃଦ୍ଧି

 ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩୬୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫

– ଅଲୀଗଡ଼ରେ ବିଷାକ୍ତ ମଦ ପିଇ ୭ ମୃତ, ୨୦ରୁ ଅଧିକ ଗୁରୁତର

– ଗୋଟିଏ ହେଲେ ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ, ବୁଷ୍ଟର ଆବଶ୍ୟକତା ଉପରେ ଚାଲିଛି ଅନୁଧ୍ୟାନ

– ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି, ଗଠନ କଲେ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ

–ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା

– ରାଜ୍ୟର ୩ ଜିଲାରେ ନୂଆ କୋଭିଡ ହସ୍ପିଟାଲ – ସ୍ୱାସ୍ଥ୍ୟମନ୍ତ୍ରୀ

– ରାଜ୍ୟରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୭୨୧୬ ଚିହ୍ନଟ; କଟକରୁ ସର୍ବାଧିକ ୧୦୯୧

–କଟକରୁ ସର୍ବାଧିକ ୧୦୯୧ ଓ ଖୋର୍ଦ୍ଧାରୁ ୮୦୯ କୋରୋନା ଆକ୍ରାନ୍ତ ଚିହ୍ନଟ। କେନ୍ଦ୍ରାପଡ଼ାରୁ ୪୮୭, ଢେଙ୍କାନାଳରୁ ୪୨୮ ,ଅନୁଗୁଳରୁ ୪୦୯, ବରଗଡ଼ରୁ ୩୩୧, ଭଦ୍ରକରୁ ୨୪୬, ରାୟଗଡ଼ାରୁ ୨୪୬ କୋରୋନା ଆକ୍ରାନ୍ତ ଚିହ୍ନଟ

– ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୩୩ ସଂକ୍ରମିତ

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories