ଅପରାହ୍ଣ ୪ଟା ମୁଖ୍ୟ ଖବର

୨୦୨୪-୨୫ ବର୍ଷର ବଜେଟ ଉପସ୍ଥାପନ..

ସୁନା, ରୁପା, କର୍କଟ ଔଷଧ, ମୋବାଇଲ୍‌ ଫୋନ୍‌ ଶସ୍ତା..

ମହଙ୍ଗା..

ପେଟ୍ରୋକେମିକାଲ ଉତ୍ପାଦ

ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକ୍‌ ଉତ୍ପାଦ

ଟେଲିକମ୍‌ ଉପକରଣ

ବିମାନ ଯାତ୍ରା

ସିଗାରେଟ୍‌

୨୦୨୪-୨୫ ବର୍ଷର ବଜେଟ ଉପସ୍ଥାପନ: ମୁଦ୍ରା ଋଣ ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି..

ବଜେଟ୍‌ରେ ୯ଟି କ୍ଷେତ୍ରକୁ ଫୋକସ୍‌: ୧. କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା

୨. ରୋଜଗାର ଏବଂ ଦକ୍ଷତା

୩. ସମାବେସୀ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ

୪. ବିନିର୍ମାଣ ଏବଂ ସେବା

୫. ସହରୀ ବିକାଶ

୬. ଶକ୍ତି ସୁରକ୍ଷା

୭. ଭିତ୍ତିଭୂମି

୮. ଅଭିନବ, ଅନୁସନ୍ଧାନ ଏବଂ ବିକାଶ

୯. ଆଗାମୀ ପିଢିର ଉନ୍ନତି

ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‍ଙ୍କ ପ୍ରତିକ୍ରିୟା..

କହିଲେ ମୋତେ ଖୁସି ଲାଗୁଛି..

ନିର୍ବାଚନ ଫଳାଫଳ ପରେ କଂଗ୍ରେସର ଘୋଷଣାପତ୍ର ବୋଧ ହୁଏ ପଢିଥିଲେ ବିଜେପି ସରକାର..

ଚଳିତ ବଜେଟରେ ଶିକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇଛି..

ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ୧.୪୮ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ..

ଅଗଷ୍ଟ ମାସରେ ଗ୍ରହଙ୍କ ବଡ ଯୋଗ: ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଧନ ଠାରୁ ଆରମ୍ଭ କରି ମିଳିବ ଚାକିରି..

୨୦୦୧ ବ୍ୟାଚର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ୱ..

ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ..

ବନ୍ୟା ପାଇଁ ୫ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା..

କେନ୍ଦ୍ର ସାଧାରଣ ବଜେଟ୍..

ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ହେବ, ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ..

ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା..

କେନ୍ଦ୍ର ସାଧାରଣ ବଜେଟ୍: ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟିଟ୍ ଫୁଡ୍ ହବ୍ , ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ..

Comments are closed.