www.samajalive.in
Wednesday, December 10, 2025
18.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀ ଉପରେ ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ, ଦିଲ୍ଲୀକୁ ଲକ୍ଷ୍ୟ କରି ମିଜାଇଲ ଛାଡିଥିବା ସୂଚନା , ହରିୟାଣା ଶିର୍ସାରେ ପାକ୍ ମିଜାଇଲକୁ ଖସାଇଲା ଭାରତ, ସେପଟେ ଶ୍ରୀନଗରରେ ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନ ଖସାଇଲା ବାୟୁସେନା..

ପାକିସ୍ତାନ ଭାରତର ଏସ-୪୦୦ ଧ୍ବଂସ କରିଥିବା ଖବର ମିଛ, ସ୍ପଷ୍ଟ କଲା ବାୟୁସେନା..

- Advertisement -

ଅପରେସନ ‘ସିନ୍ଦୂର’କୁ ନେଇ ବିଦେଶ ମନ୍ତ୍ରଣାଳୟ ଓ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ
-ପାକିସ୍ତାନ ବହୁ ମିଥ୍ୟା ଖବର ଓ ଗୁଜବ ପ୍ରସାରିତ କରୁଛି
-ଭାରତର କୌଣସି କ୍ଷତି ହୋଇଥିବା ଖବର ସମ୍ପୂର୍ଣ୍ଣ ମିଛ
-ଏସ-୪୦୦କୁ ପାକିସ୍ତାନ ଧ୍ବଂସ କରିଥିବା ଖବର ମିଥ୍ୟା
-ଭାରତର ଆକ୍ରମଣରେ ପାକିସ୍ତାନର ବହୁ କ୍ଷତି ଘଟିଛି
-ପାକିସ୍ତାନ ଭାରତୀୟ ନାଗରିକ, ଡାକ୍ତରଖାନାକୁ ଟାର୍ଗେଟ କରି ଆକ୍ରମଣ କରୁଛି
-ପାକିସ୍ତାନର ମାନସିକତା ଓ ଉଦ୍ଦେଶ୍ୟ ଠିକ ନାହିଁ
-ପ୍ରତ୍ୟେକ ଆକ୍ରମଣର ଦୃଢ଼ ଜବାବ ଦେଉଛି ଭାରତ
-ସାମ୍ବାଦିକ ସମ୍ମିଳନୀରେ ବିଦେଶ ସଚିବ ବିକ୍ରମ ମିସ୍ରି, କଲୋନେଲ ସୋଫିଆ କ୍ୟୁରେସୀ ଓ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ସୂଚନା
ଭାରତ-ପାକ୍ ଉତ୍ତେଜନା: ସମସ୍ତ ଜିଲ୍ଲାପାଳ, ଆରଡିସିଙ୍କ ଛୁଟି ବାତିଲ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର, ରାଜ୍ୟର ସବୁ ଜିଲ୍ଲାପାଳ , ଆରଡିସି ଏବଂ ଆଇପିଏସ୍ ଅଫିସର ମାନଙ୍କ ଛୁଟି ବାତିଲ କରାଯାଇଛି, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି..

ଶନି-ବୁଧଙ୍କ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ମିଳିବ ଚାକିରି..

ଏଥର ସଅଳ ମୌସୁମୀ, ମେ’୨୭ରେ ଛୁଇଁବ କେରଳ!,ଚଳିତ ବର୍ଷ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଦେଶକୁ ଶୀଘ୍ର ଛୁଇଁବ। ଜୁନ୍‌ ୧ ତାରିଖ ସାଧାରଣ ଆରମ୍ଭ ତାରିଖ ଅପେକ୍ଷା ୫ ଦିନ ପୂର୍ବରୁ ଅର୍ଥାତ୍‌ ମେ’ ୨୭ରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି ପକ୍ଷରୁ) ସୂଚନା ମିଳିଛି ..

ଅପରେସନ ‘ସିନ୍ଦୂର’ରେ ୫ ବଡ଼ ଆତଙ୍କବାଦୀ ନିହତ, ମେ ୭ ତାରିଖରେ ହୋଇଥିବା ଆକ୍ରମଣରେ ଲଶ୍କର ଓ ଜୈଶ ସଂଗଠନର ଏହି ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ନିହତ ହୋଇଥିବା ସୂଚନା..

ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଲେ- ବର୍ତ୍ତମାନ ପରମାଣୁ ଅସ୍ତ୍ର ବ୍ୟବହାର ସମୟ ଆସିନାହିଁ..

ଜାମ୍ମୁ-କାଶ୍ମୀରରୁ ଫେରିଲେ ୧୧ ଛାତ୍ରଛାତ୍ରୀ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଦିଲ୍ଲୀରୁ ଭୁବନେଶ୍ଵର ଫେରିଲେ, ଶ୍ରୀନଗରରେ ଫସିରହିଛନ୍ତି ଆହୁରି ୫ ଛାତ୍ରୀ, ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ପରିବାର ପକ୍ଷରୁ ନିବେଦନ..

ଆଇଏମଏଫକୁ କଡ଼ା ସମାଲୋଚନା କଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ପାକିସ୍ତାନକୁ ଋଣ ପ୍ରଦାନକୁ ନେଇ ଉଠାଇଲେ ପ୍ରଶ୍ନ..

ସିଆଲକୋଟରେ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ବଂସ କଲା ଭାରତୀୟ ସେନା, ଭିଡିଓ ଜାରି କରି ସ୍ପଷ୍ଟ କଲା ବିଏସଏଫ..

ବଡ ଖବର ; ଏଥର ସଅଳ ମୌସୁମୀ, ମେ’ ୨୭ରେ ଛୁଇଁବ କେରଳ!

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories