ବଡ ଖବର ; ଏଥର ସଅଳ ମୌସୁମୀ, ମେ’ ୨୭ରେ ଛୁଇଁବ କେରଳ!
ଭୁବନେଶ୍ୱର : ଦେଶ ତଥା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି। ଏଥର ସଅଳ ମୌସୁମୀ ଆସିବାର ରହିଛି ସମ୍ଭାବନା। ଚଳିତ ବର୍ଷ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଦେଶକୁ ଶୀଘ୍ର ଛୁଇଁବ। ଜୁନ୍ ୧ ତାରିଖ ସାଧାରଣ ଆରମ୍ଭ ତାରିଖ ଅପେକ୍ଷା ୫ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୭ରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି ପକ୍ଷରୁ) ସୂଚନା ମିଳିଛି । ମଡେଲ୍ ଜନିତ ତ୍ରୁଟି ପାଇଁ ୪ ଦିନ … Continue reading ବଡ ଖବର ; ଏଥର ସଅଳ ମୌସୁମୀ, ମେ’ ୨୭ରେ ଛୁଇଁବ କେରଳ!
Copy and paste this URL into your WordPress site to embed
Copy and paste this code into your site to embed