ଝାରସୁଗୁଡା ଉପନିର୍ବାଚନ : ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ..
ଭୁବନେଶ୍ୱର : ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ପୁରୀରେ ଅନୁଷ୍ଠିତ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମକୁ ଆସିପାରନ୍ତି ..
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା..
ଗୁଜରାଟର ଗାନ୍ଧୀନଗର ଜିଲାର କଲୋଲରେ ବୁଧବାର ଦ୍ରୁତ ଗତିରେ ଯାଉଥିବା ଏକ ବସ୍ ଅନ୍ୟ ଏକ ବସ୍ ସହ ଧକ୍କା ..
ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଆହତ..
ପାକିସ୍ତାନରେ ଚୀନ୍ କରିଥିବା ନିବେଶ ସଙ୍କଟରେ.. ଚୀନର ଚେତାବନୀ ପରେ ମଧ୍ୟ ମାନିଲେନି ଏବେ ଜଳୁଛି ପାକିସ୍ତାନ..



