କଟକ ରାଣୀହାଟରେ ବିଭିନ୍ନ ଔଷଧ ଦୋକାନରେ ଚଢାଉ.. ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଟକ ରାଣୀହାଟ ବଜାରସ୍ଥିତ ଏକାଧିକ ଔଷଧ ଦୋକାନରେ ଯାଞ୍ଚ କରିଛି ଟିମ୍..
କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ.. କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦାରେ ଅଭାବନୀୟ ଘଟଣା.. ମୃତକ ମୁଣ୍ଡା ସାହିର ଶଙ୍କର ନାୟକ..
ଗାଜା ଯାଉଥିବା ଜାହାଜକୁ ଜବତ କଲା ଇସ୍ରାଏଲ.. ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀ ଅଟକ..
୨୪ ବର୍ଷ ନୁହେଁ ୨୪ମିନିଟରେ ସବୁ କରିଛୁ.. ବର୍ଷ ପୂର୍ତ୍ତିରେ ରିପୋର୍ଟକାର୍ଡ ଦେଲେ ମୁଖ୍ୟମନ୍ତ୍ରୀ.. ଦିନକ ପରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି..
ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ ଅଞ୍ଚଳର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ.. ଜୀବନ ବଞ୍ଚାଇବାକୁ ବାଲକୋନୀରୁ ଡେଇଁ ପଡ଼ିଥିଲେ ବାପା, ପୁଅ ଓ ଝିଅ..



