ବସ୍ତା : ବାଲେଶ୍ବର ଜିଲା ଶେଖସରଇରେ ମଙ୍ଗଳବାର ଜଳେଶ୍ବର ପୁଲିସ ଚଢାଉ କରି ୧୦୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଏହାସହ ବ୍ରାଉନ ସୁଗାର ବେପାରି ତିନି ଜଣଙ୍କୁ ଗିରଫ କରିଛି। ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ପୁଲିସ ନଗଦ ୩ଲକ୍ଷ ଟଙ୍କା ଓ ଗୋଟିଏ କାର୍ ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ଲକ୍ଷ ଟଙ୍କା ହୋଇଥିବା ଆନୁମାନ କରାଯାଉଛି।
Popular Categories



