www.samajalive.in
Tuesday, December 9, 2025
17.1 C
Bhubaneswar

କାଶ୍ମୀରରେ ସିଆରପିଏଫ ଅଧିକାରୀଙ୍କ ଆତ୍ମହତ୍ୟା

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଅନନ୍ତନାଗଠାରେ କାର୍ଯ୍ୟରତ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏମ୍‌. ଅରବିନ୍ଦ ଶୁକ୍ରବାର ରାତିରେ ନିଜ ବନ୍ଧୁକରୁ ଗୁଳିଫୁଟାଇ ଆତ୍ମହତ୍ୟା କରିଛନ୍ତି। ଅରବିନ୍ଦଙ୍କ ବୟସ ମାତ୍ର ୩୩ ଓ ତାଙ୍କ ଘର ତାମିଲନାଡ଼ୁର କୋଏମ୍ବାଟୁରଠାରେ। ସେ ସିଆରପିଏଫର ୪୦ବାଟାଲିୟନ୍‌ରେ ନିଯୁକ୍ତ ଥିଲେ। ବ୍ୟକ୍ତିଗତ ସମସ୍ୟା; ବିଶେଷ କରି ବୈବାହିକ ସମ୍ପର୍କରେ ତିକ୍ତତା ନେଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି; ତେବେ ସିଆରପିଏଫ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଶନିବାର ତାଙ୍କର ମରଶରୀରକୁ କୋଏମ୍ବାଟୁରକୁ ପଠାଇ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories