ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଖରାସାହାପୁର ପଞ୍ଚାୟତର ରମଢା ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁଟି ହେଉଛି ଅଜୟ ମହାଳିକଙ୍କ ପୁଅ ଅଭିଜିତ(୩)। ପାଣିରୁ ଉଦ୍ଧାର କରି ଶିଶୁକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ପହଞ୍ଚି ପଚରାଉଚରା କରୁଥିବା ବେଳେ ଅଞ୍ଜି ସର୍କଲ ଆରଆଇ ପହଞ୍ଚି ରିପୋର୍ଟ ସଂଗ୍ରହ କରୁଛନ୍ତି।
Popular Categories



