www.samajalive.in
Monday, December 8, 2025
14.1 C
Bhubaneswar

ମୋବାଇଲ ଟ୍ରେସିଂ କରି ୩ ଚୋରଙ୍କୁ ଧରିଲା ପୁଲିସ

ପଦ୍ମପୁର:ପଦ୍ମପୁର ଉପ ଖଣ୍ତ ବୁଡେନ ପୋଲିସକୁ ଏକ ବଡ ଧରଣର ସଫଳତା ମିଲିଛି । ଗତ ୯.୮.୨୦ରେ ବୁଡେନ ଥାନା ଅଧିନସ୍ଥ ସରଗିପାଲିର ସୁରେଶ ସୁନା ଘରେ ଦୁର୍ବୃତ୍ତମାନେ କଳା କନା ବୁଲେଇଥିଲେ ।  ୬ଟି ସୁନା ଲକେଟ,ଗୋଟିଏ ମୋବାଇଲ, ନଗଦ ଛଅ ହଜାର ଟଂକା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲେ । ଥାନା କେଶ ନଂ ୧୨୬/୨୦,ଧାରା ୩୭୯,୩୪ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଏଏସଆଇ ଏନ.କେ.ଠାକୁର ତଦନ୍ତ କରୁଥିଲେ ।ବିଭିନ୍ନ ସୂତ୍ର ଓ ମୋବାଇଲ ଟ୍ରେସିଂ ପରେ ପୁଲିସ ପଦ୍ମପୁରର ଗୋପାଳ(ସନମିଲୁ)ନାଏକ(୨୧),ରାମଚନ୍ଦ୍ର ବେହେରା(୨୭),ନାରାୟଣ ମେହେର(୨୮)ଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories