ନୂଆଦିଲ୍ଲୀ: ଦେଶରେ ସୁଦୃଢ଼ ହେବ ଗମନାଗମନ ସୁବିଧା । ଗମନାଗମନ କ୍ଷେତ୍ରକୁ ନେଇ ଆରମ୍ଭ ହେବ ପିଏମ୍ ଗତିଶକ୍ତି । ଆକାଶପଥ, ଜଳପଥ, ରେଳପଥ ଓ ସଡ଼କପଥରେ ଯାତାୟାତ ପାଇଁ ପିଏମ୍ ଗତିଶକ୍ତି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ଯାତ୍ରୀମାନେ ଯାତ୍ରାକରିବାର ସୁବିଧା ପାଇପାରିବେ । ମାତ୍ର ୩ ବର୍ଷରେ ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ କାର୍ଯ୍ୟକ୍ଷମ କରାଯିବା ନେଇ କୁହାଯାଇଛି । ତାହା ସହ ୨୦୨୨-୨୩ ମଧ୍ୟରେ ୨୫ ହଜାର କିମି ହାଇୱେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ୱରା ଯାତାୟାତରେ ସୁବିଧା ହୋଇପାରିବ ।
Popular Categories



