www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର ଜନ୍ମାଷ୍ଟମୀ, ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ନେଇ ପ୍ରସ୍ତୁତି..

ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ..

- Advertisement -

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ ; ଆଜି କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା ଆଶ୍ରମରେ ପାଳିତ ହେବ..

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା, ଭୁବନେଶ୍ଵରରେ ସ୍ମୃତି ନ୍ୟାସ ପକ୍ଷରୁ ବିଶାଳ ଗଣଦୌଡ..

ଫୁଲବାଣୀ: ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କନ୍ଧମାଳ ଜିଲ୍ଲାରେ ପୁରା କଡା ସୁରକ୍ଷା ବ୍ୟବସ୍ଥା..

ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ପାଳନ ହେଉଛି ଶ୍ରାଦ୍ଧବାର୍ଷିକୀ..

ଜନ୍ମାଷ୍ଟମୀରେ ରାଶି ଅନୁଯାୟୀ ଏସବୁ ଦାନ କରନ୍ତୁ , ଦେଖନ୍ତୁ ଚମତ୍କାର..

୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି, ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଛି..

୩ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି, ଏବେ ହୀରାକୁଦ ଜଳସ୍ତର ୬୨୧.୭୭ ଘନଫୁଟ୍‌..

ସାଲିଆ ସାହିରେ ପୁଣି ଚଢାଉ..

ଦୁଇ ଦିନ ତଳେ ପୁଲିସ ପକ୍ଷରୁ ହୋଇଥିଲା ରେଡ..

ଖୁବ୍‌ ଖାସ୍‌ ଏ ବର୍ଷର ଜନ୍ମାଷ୍ଟମୀ: ୪ଟି ଦୁର୍ଲ୍ଲଭ ସଂଯୋଗ,ପୂରଣ ହେବ ମନସ୍କାମନା..

ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର..

ଭାସିଗଲେ ୧୯ ଜଣ, ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଧଓ୍ବାନା ଗ୍ରାମରେ ଘଟିଛି ଅଘଟଣ..

ଜାମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା..

ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା..

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହଙ୍କ ଟିକେଟ କାଟିଲା ବିଜେପି..

୨୩ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଗୁଳି କଲେ ସଶସ୍ତ୍ର ଆତଙ୍କୀ..

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ କୁସାଖୈଲ ଜିଲାର ଘଟଣା..

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories