www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ରସଗୋଲା ପାଇଁ ବାହାବେଦୀରେ ମାରପିଟ୍‌… ଗଣ୍ଡଗୋଳରେ ଗଲା ଜଣଙ୍କ ଜୀବନ… ଅନେକ ଲୋକ ଆହତ…  ଉଭୟ ବର ଓ କନ୍ୟା ପକ୍ଷରୁ ଏତଲା… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ… ରାଜଧାନୀ ନୂଆଦିଲ୍ଲୀର ଆଗ୍ରା ଅଞ୍ଚଳର ଘଟଣା…

(୨) ଉତ୍ତରପ୍ରଦେଶର ପୟାଗରାଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଇଲେକ୍ଟ୍ରି ଖୁଣ୍ଟରେ ପିଟିହେଲା କାର୍‌… ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ… ମୃତକଙ୍କ ମଧ୍ୟରେ ରହିଛନ୍ତି ମହିଳା… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ… ଦୁର୍ଘଟଣାର କାରଣ ଅସ୍ପଷ୍ଟ…

- Advertisement -

(୩) ବାଲିଅନ୍ତା ଥାନା ଆଗରେ ଜୋରଦାର ପ୍ରତିବାଦ… ବିଚ୍ଛିନ୍ନା ଅଞ୍ଚଳର ଝିଅକୁ ହତ୍ୟା ଅଭିଯୋଗରେ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି… ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁ ଗାଁ ଲୋକ… ପୁଲିସ ନ୍ୟାୟ ଦେଉନଥିବା ଅଭିଯୋଗ… ଅନେକ ଥର ଥାନାର ଦ୍ୱାରସ୍ଥ ପରେ ବି ସହଯୋଗ କରୁନାହାନ୍ତି ଆଇଆଇସି…

(୪) ଖସୁଛି ରାତିର ତାପମାତ୍ରା… ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ… ୧୫ ସହରରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ… କୋରାପୁଟରେ ସର୍ବନିମ୍ନ ରାତି ତାପମାତ୍ରା ରହିଛି ୧୪.୨ ଡିଗ୍ରୀ… ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ ରହିଛି ତାପମାତ୍ରା…

(୫) ଜମୁଛି ଧାମନଗର ପ୍ରଚାର… ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ… ବିଜେପି ପ୍ରାର୍ଥୀ ପାଇଁ ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ… ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ଭୋଟ୍‌ ମାଗିବେ ଧର୍ମେନ୍ଦ୍ର… ବିଜେଡି ବି ହେଉଛି ସଜବାଜ… ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ… କଂଗ୍ରେସ ଓ ସ୍ୱାଧୀନ ମଧ୍ୟ ଭୋଟଙ୍କୁ ମନାଇବାକୁ କରୁଛନ୍ତି ଉଦ୍ୟମ…

(୬) ବଢ଼ୁଛି ୟୁକ୍ରେନ୍‌-ରୁଷ ଯୁଦ୍ଧ… ହୋଇପାରେ ପରମାଣୁ ଲଢ଼େଇ… ସମରାଭ୍ୟାସ କଲା ରୁଷିଆ… ତଦାରଖ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ… ଓ୍ୱାଶିଂଟନ କହିଲା ସମରାଭ୍ୟାସ ନେଇ ରହିଥିଲା ସୂଚନା… ସେପଟେ ୟୁକ୍ରେନ୍‌ ମଧ୍ୟ ଯୁଦ୍ଧ ପାଇଁ ହେଉଛି ସିଜବାଜ…

(୭) ଖଡଗେଙ୍କ ଟିମରୁ ଆଉଟ୍‌ ହେଲେ ଶଶୀ… କଂଗ୍ରେସର ସିଡବ୍ଲୁସି ବୈଠକ ଲାଗି ଜାରି ହେଲା ୪୭ ଜଣିଆ ତାଲିକା… ସଦସ୍ୟ ତାଲିକାରେ ଶଶୀ ତରୁରଙ୍କ ନାଁ… ଦଳୀୟ କାର୍ଯ୍ୟ କାରୀଣି ଯାଏ କାର୍ଯ୍ୟ କରିବ ଏହି ୪୭ ଜଣିଆ ଟିମ୍‌… ତାଲିକାରେ ରହିଛନ୍ତି ଓଡ଼ିଶାରୁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ନାଁ…

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories