www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଜଗତସିଂହପୁର ତିର୍ତ୍ତୋଲରେ ବୀଭତ୍ସ ହତ୍ୟାକାଣ୍ଡ.. ଜଣେ ମୃତ

ଢେଙ୍କାନାଳ ହିନ୍ଦୋଳ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଠାବ..

- Advertisement -

ମୃତ୍ୟୁର କାରଣ ଅସ୍ପଷ୍ଟ..

ଦିଲ୍ଲୀରେ ପ୍ରଦୂଷଣ ଅପରିବର୍ତ୍ତିତ..

ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ..

ପ୍ରଦୂଷଣ ରୋକିବାକୁ ଅଡ୍‌‌-ଇଭିନ୍‌‌ ଫର୍ମୁଲା ଲାଗୁ ପାଇଁ ଘୋଷଣା..

ମହାରାଷ୍ଟ୍ର ଥାଣେରେ ଅଗ୍ନିକାଣ୍ଡ.. ୨ ଜୀବନ୍ତ ଦଗ୍ଧ..ଥାଣେ ଭିୱାଣ୍ଡିରେ ଏକ ୱେରହାଉସ୍‌‌ରେ ନିଆଁଲାଗି ଜଳିଗଲେ..

ଆନନ୍ଦପୁର : ଜାତୀୟ ରାଜପଥରେ ଟ୍ରକ ଓଲଟି ଚାଳକ ମୃତ..

ଘସିପୁରା ଥାନା ସାଳପଡା ପୋଲ ନିକଟରେ ଘଟିଛି ଦୁର୍ଘଟଣା..

ଛତିଶଗଡ଼଼ରେ ଆଇଇଡି ବିସ୍ଫୋରଣରେ ସୀମା ସୁରକ୍ଷା ବଳରେ କାର୍ଯ୍ୟରତ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଶହୀଦ..

ମାଲକାନଗିରି ସୀମାନ୍ତ ସୁକ୍‌‌ମା ଜିଲ୍ଲାର ତୋଣ୍ଡମାରକା କ୍ୟାମ୍ପ ଅଞ୍ଚଳରେ ଭୋଟ ଗ୍ରହଣ ଦଳକୁ ସୁରକ୍ଷା ଦେଉଥିବା ବେଳେ ଘଟିଛି ଅଘଟଣ..

ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ସେ ସହିଦ ହୋଇଛନ୍ତି..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories