ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ, ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ମସ୍କଙ୍କ ଇସ୍ତଫା..
ଆଜି ଆଇପିଏଲ ପ୍ରଥମ କ୍ଵାଲିଫାୟର ମ୍ୟାଚ୍, ପଞ୍ଜାବ କିଙ୍ଗ୍ସ ଓ ଆରସିବି ମଧ୍ୟରେ ଟକ୍କର..
ବଙ୍ଗୋପସାଗରରେ ସୃଷ୍ଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ
ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତରେ ପରିଣତ ହୋଇଛି
ଅବପାତ ଉତ୍ତର ଆଡକୁ ଗତି କରି ଆହୁରି ଘନୀଭୂତ ହେବ..
ରାଉରକେଲାରେ ୬ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର
ଛେଣ୍ଡ କଲୋନୀର ସେଫ୍ଟି ଟାଙ୍କିରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କଲା ପୁଲିସ..
ଗଞ୍ଜାମ: ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ
ଏନଏଚ୍ ୧୬ ରମ୍ଭା ଥାନା ସୁବଳୟା ଛକ ନିକଟରେ ଦୁର୍ଘଟଣା, ୧୦ଆହତ ମେଡିକାଲରେ ଭର୍ତ୍ତି..
ଭଦ୍ରକ: ରାସନ୍ କାର୍ଡ ପଞ୍ଜୀକରଣ ପାଇଁ ଲମ୍ବା ଲାଇନ୍
ରାତି ଅଧରୁ ଆସି ଲାଇନରେ ଛିଡା ହୋଇଛନ୍ତି ଶହ ଶହ ହିତାଧିକାରୀ..
ବିସ୍ଫୋରକ ଲୁଟ୍ ଘଟଣାରେ ୪୮ଘଣ୍ଟା ପରେ ବି ପୁଲିସ ହାତ ଖାଲି
ସୁନ୍ଦରଗଡ କେ. ବଲାଙ୍ଗ ଥାନା ଅଞ୍ଚଳରୁ ୪ଟନ୍ ବିସ୍ଫୋରକ ଚୋରି ଘଟଣାରେ ତନାଘନା..
ରାଉରକେଲା ଏସପି କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ
ଓଡ଼ିଶା-ଝାଡଖଣ୍ଡ ସୀମାରେ ହାଇଆଲର୍ଟ..
ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ ଚକିଆ ଟ୍ରକ୍ ଚକା ତଳକୁ ସ୍କୁଟି ସହ ପଡିଗଲେ ବ୍ୟକ୍ତି, ଆଉ ତା’ପରେ..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍ ଗସ୍ତ ବାତିଲ, ଖରାପ ପାଗ ଯୋଗୁଁ ଗସ୍ତ ବାତିଲ ହୋଇଥିବା ସୂଚନା..
୪ ଟନ୍ର ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ, ଘଟଣାସ୍ଥଳରେ ଏନଆଇଏ ଟିମ୍..
ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ଶୋପିଆନ୍ରେ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀଙ୍କ ଆତ୍ମସମର୍ପଣ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ..
ହୋମଗାର୍ଡ ଚାକିରି ଆଶାୟୀ ସୁଲନ୍ତ ମିଶାଲଙ୍କ ମୃତ୍ୟୁ
୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ..
ନକ୍ସଲ ମୁକ୍ତ ହେଲା ବସ୍ତର
୬ ଜିଲାକୁ ରେଡ୍ ଲିଷ୍ଟରୁ ହଟାଇଲା ଗୃହ ମନ୍ତ୍ରାଳୟ..



