ଆଶ୍ୱସ୍ତି ସହ ଖୁସି ଖବର; କମିଲା ସୁନା, ଜାଣନ୍ତୁ କେତେ ଅଛି ଦାମ୍‌

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଖବର । ମେ’ ୨୯ ଅର୍ଥାତ୍‌ ଗୁରୁବାର ହ୍ରାସ ହୋଇଛି ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୭,୦୪୦ ଟଙ୍କା ରହିଛି । ଗତକାଲି ଏହା ୯୭,୪୮୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ହ୍ରାସ ହୋଇଛି। ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୩୫୦ ଟଙ୍କା ଥିଲା । ଏଥିରେ ୪୦୦ … Continue reading ଆଶ୍ୱସ୍ତି ସହ ଖୁସି ଖବର; କମିଲା ସୁନା, ଜାଣନ୍ତୁ କେତେ ଅଛି ଦାମ୍‌