ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ ଚକିଆ ଟ୍ରକ୍ ଚକା ତଳକୁ ସ୍କୁଟି ସହ ପଡିଗଲେ ବ୍ୟକ୍ତି, ଆଉ ତା’ପରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସଡକ ଦୁର୍ଘଟଣାର ଅନେକ ଛାତିଥରା ଭିଡିଓ ଭାଇରାଲ୍ ହୋଇଥାଏ । ଯାହା ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ। ନିକଟରେ ସଡକ ଦୁର୍ଘଟଣାର ଭାଇରାଲ୍ ହେଉଥିବା ଏକ ଭିଡିଓ ସଭିଁଙ୍କ ହୋସ୍ ଉଡାଇ ଦେଇଛି । ଭିଡିଓଟିକୁ ଦେଖିଲେ ଭୟରେ ଛାତି ଥରି ଉଠିବ । ଭିଡିଓରେ ଏମିତି କିଛି ଦେଖିବାକୁ ମିଳିଛି, ଯାହା ଭଗବାନଙ୍କ ଚତ୍ମକାର ବୋଲି କୁହାଯାଉଛି । ଭିଡିଓରେ ଦେଖିପାରିବେ, ଜଣେ ସ୍କୁଟି ଆରୋହୀ ହଠାତ୍ ଏକ … Continue reading ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ ଚକିଆ ଟ୍ରକ୍ ଚକା ତଳକୁ ସ୍କୁଟି ସହ ପଡିଗଲେ ବ୍ୟକ୍ତି, ଆଉ ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed