www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୫୭ ଏବଂ ସ୍ଥାନୀୟ ସଂକ୍ରମିତ ୨୨୭୮ ,  ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୬ ଓ କଟକ ଜିଲାରୁ ୫୫୭ ରହିଛନ୍ତି

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ପରଲୋକ ଘଟିଛି। ଅସୁସ୍ଥ ଥିବା ପ୍ରଫେସର ରାଧାମୋହନ

- Advertisement -

ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି

ଆଫଗାନ-ପାକିସ୍ତାନ ସୀମାନ୍ତରେ ରହୁଛି ଅଲ୍‍ କାଏଦା ମୁଖ୍ୟ ; ଜୀବିତ ଅଛି ଐମନ୍‍ ଅଲ ଜୱାହାରି, ପଦାକୁ ବାହାରୁ ନାହିଁ

ପାକିସ୍ତାନରେ ତିନି ହଜାର ବର୍ଷ ପୁରାତନ ମନ୍ଦିର ସ୍ଥଳରେ ଚାଲିଛି ବେଆଇନ ନିର୍ମାଣ ; ହିନ୍ଦୁ ସମୁଦାୟ ମଧ୍ୟରେ ଉତ୍ତେଜନା

କାରାଗାରରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ ପାଇଁ ବାଧ୍ୟ କରାଯାଉଛି ; ଅଦାଲତଙ୍କୁ ଜଣାଇଲେ ଆଇଏସଆଇଏସ୍‍ ଆତଙ୍କି

ଆମେରିକା ଗଠନ କରୁଛି ଷ୍ଟ୍ରାଇକ ଫୋର୍ସ ; ଚୀନର ଅସାଧୁ ବ୍ୟବସାୟିକ କାର୍ୟ୍ୟକଳାପକୁ ପ୍ରତିହତ କରିବ

ଏବେ ବି ରହିଛି ଟାଇପ ରାଇଟର ମରାମତି ଦୋକାନ ; ଅପେକ୍ଷା କରୁଛି ଗ୍ରାହକଙ୍କୁ

ଏଟିଏମ୍‍ ଇଂଟରଚେଞ୍ଜ ଦେୟ ୧୭ ଟଙ୍କାକୁ ବଢିଲା

ଚୋକ୍ଷି ଅନୁପ୍ରବେଶକାରୀ: ଡୋମିନିକା

୨୭ ବର୍ଷ ତଳେ ନିତିଶଙ୍କ ସଭାରେ ଭାଷଣ ଦେଇଥିବା ୭ ବର୍ଷର ପିଲା ଏବେ ବିହାରର ପ୍ରଶାସନିକ ଅଧିକାରୀ

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories