www.samajalive.in
Friday, December 5, 2025
23.1 C
Bhubaneswar

ଫେବ୍ରୁଆରୀ ୧୫ ତାରିଖରେ ସୂର୍ଯ୍ୟ ପରାଗ ହେଲେ ଭାରତରେ ଅଦୃଶ୍ୟ

ନୂଆଦିଲ୍ଲୀ : ଫେବ୍ରୁଆରୀ ୧୫ ବିଶ୍ୱର ଅନେକ ଦେଶରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଫେବ୍ରୁଆରୀ ୧୫ ତାରିଖରେ ସୂର୍ଯ୍ୟ ପରାଗ ହେବ । ଚନ୍ଦ୍ରଗ୍ରହଣ ର ମାତ୍ର ୧୫ ଦିନ ମଧ୍ୟରେ ସୂର୍ଯ୍ୟ ପରାଗ ହେଉଛି । ଗତ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ସହ ନୀଳ ଜହ୍ନ ଓ ଲାଲା ଜହ୍ନ ଦେଖା ଯାଇଥିଲା ।

ସୂର୍ଯ୍ୟ ଓ ପୃଥୀବି ମଧ୍ୟରେ ଚନ୍ଦ୍ର ରହିଲେ ସୂର୍ଯ୍ୟ ପରାଗ ହୋଇଥାଏ । ଫେବ୍ରୁଆରୀ ୧୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକାର ଅନେକ ଦେଶରେ ଦେଖାଯିବ । ଆର୍ଜେଣ୍ଟିନା, ପାରାଗୁଏ ଓ ଉରୁଗୁଏ ସହ ଆଣ୍ଟାର୍କଟିକାରର ବିଭିନ୍ନ ଅଂଶରେ ଏହା ଦେଖାଯିବ ।

- Advertisement -

ଭାରତରେ କିପରି ଏହାକୁ ଦେଖିବେ ।

ନାସା ଏହାର ଲାଇଭ ଓ୍ୱେବକାଷ୍ଟ କରିବା । ଭାରତରେ ନାସାର ଓ୍ୱେବସାଇଟରେ ଏହାକୁ ଲାଇଭ ଦେଖି ହେବ । ଏହାସହ ୟୁଟ୍ୟୁବରେ ଥିବା ନାସାର ଚ୍ୟାନେଲ୍‌ରେ ଏହାର ଓ୍ୱବକାଷ୍ଟିଂ କରାଯିବ । ଭାରତୀୟ ସମୟ ଅନୁସାରେ ଏହା ୧୫ ତାରିଖ ବିଳମ୍ବିତ ରାତିପରେ ରାତି ୧୨ଟାରେ ଯାହାକି କ୍ୟାଲେଣ୍ଡରରେ ୧୬ ତାରିଖ ହୋଇ ସାରିଥିବ । ରାତି ୧୨ଟା ୨୫ରୁ ରାତି ୨ଟା ୨୧ ପର୍ଯ୍ୟନ୍ତ ଦେଖାଯିବ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories