ପୁରୀରେ ଚାଲିଛି ପାରମ୍ପରିକ ସାହିଯାତ

ପୁରୀ: ପୁରୀରେ ଚାଲିଛି ପାରମ୍ପରିକ ସାହିଯାତ। ଶ୍ରୀରାମ ନବମୀ ତିଥିରେ ବୁଧବାର ଠାରୁ ଆରମ୍ଭ ହୋଇଛି। ବିଭିନ୍ନ ଯାଗା ଆଖଡ଼ା ପକ୍ଷରୁ ପ୍ରଭୁ ଶ୍ରୀ ରାମଙ୍କ ଲୀଳା ପରିବେଷଣ କରାଯାଉଛି। ଏହାଛଡା ନାଗା, ମେଢ଼, ହନୁମାନ ଏବଂ ରାବଣ ନୃତ୍ୟରେ ଦୁଲୁକୁଛି ସମଗ୍ର ପୁରୀ ସହର।

Comments are closed.