www.samajalive.in
Friday, December 5, 2025
23.1 C
Bhubaneswar

ଶନିଙ୍କ ଉପରେ ପଡିବ ସୂର୍ଯ୍ୟଙ୍କ ଦୃଷ୍ଟି: ଏହି ୩ ରାଶି ହେବେ ଭାଗ୍ୟଶାଳୀ, କଣିବେ ନୂଆ ଗାଡି, ଘର..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୨୭ରେ କର୍ମଫଳଦାତା ଶନିଙ୍କ ଉପରେ ସୂର୍ଯ୍ୟଙ୍କ ଦୃଷ୍ଟି ପଡିବାକୁ ଯାଉଛି । ଏହାର ଉଭୟ ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ମାତ୍ର ଏହି ଦୃଷ୍ଟି କାରଣରୁ କିଛି ରାଶିଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ଦୃଷ୍ଟି ଶନିଙ୍କ ଉପରେ ପଡିବା ପରେ ୩ ଭାଗ୍ୟଶାଳୀ ରାଶିଙ୍କୁ ମାନ-ସମ୍ମାନ ସହ ଆର୍ଥିକ କ୍ଷେତ୍ରରେ ଖୁବ୍‌ ଲାଭବାନ୍‌ ହେବେ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

ବୃଷ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଶୁଭ ଦିନ ଆରମ୍ଭ ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ବ୍ୟବସାୟକୁ ନେଇ ଯାତ୍ରା କରି ପାରନ୍ତି ।

- Advertisement -

ବିଛା- ଏହି ରାଶିଙ୍କୁ ପରିଶ୍ରମର ଫଳ ମିଳିବ । ନୂଆ ଗାଡି, ଯାନ କିଣିବାର ଯୋଗ ରହିଛି । ହଠାତ୍‌ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ବଡ ଲାଭ ମିଳିବ ।

ଧନୁ- ପରିବାର ସଦସ୍ୟଙ୍କ ଉନ୍ନତି ହେବ । ମନସ୍କାମନା ପୂରଣ ହେବ । ପରିଶ୍ରମର ଫଳ ମିଳିବ । ଶୁଭ ଖବର ମିଳିବ । ଖୁସିର ଆଗମନ ହେବ । ନୂଆ କାମ ଆରମ୍ଭ କରିବେ । ଭୂମି, ଯାନ କିଣିବାର ଯୋଗ ରହିଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories