www.samajalive.in
Friday, December 5, 2025
19.1 C
Bhubaneswar

ଦିନେ ସାରା ବିଶ୍ଵ ଗେରୁଆ ପିନ୍ଧିବ: ଯୋଗୀ

ସମାଜ ଡିଜିଟାଲ ଡେସ୍କ: ସନାତନ ପରମ୍ପରା ଏବଂ ହିନ୍ଦୁତ୍ଵ ସହିତ ଗେରୁଆ ରଙ୍ଗର ସମ୍ପୃକ୍ତି ରହିଛି। ଦିନ ଆସିବ ସାରା ବିଶ୍ଵ ଗେରୁଆ ପିନ୍ଧିବ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି।

ଜନସାଧାରଣଙ୍କୁ ଉଦବୋଧନ ଦେଇ ଯୋଗୀ କହିଥିଲେ, ମୋ ବିଷୟରେ ଦୁନିଆ ଯାହା ଭାବିବା କଥା ଭାବୁ, କିନ୍ତୁ ବାସ୍ତବରେ ମୁଁ ଗେରୁଆ ବସ୍ତ୍ର ପରିଧାନ କରେ। ଏହା ମୋର ପରିଚୟ ଏବଂ ଆମ ସନାତନ ପରମ୍ପରାର ମଧ୍ୟ ପରିଚୟ। ମୁଁ ଏଥିରୁ ପ୍ରଚୁର ଗର୍ବ ଅନୁଭବ କରେ ଏବଂ ମୁଁ କହୁଛି, ଦିନେ ସାରା ବିଶ୍ଵ ଏହାକୁ ପରିଧାନ କରିବ।

- Advertisement -

ସମ୍ପ୍ରତି ସମ୍ଭଲ ମସଜିଦ ବିବାଦକୁ ନେଇ କହିଥିଲେ, କାହାର ବିଶ୍ଵାସକୁ ବଳପୂର୍ବକ ଅଧିକାର କରିବା ଅଗ୍ରହଣୀୟ। ବିଶେଷକରି ଯେତେବେଳେ ଆମେ ସମ୍ଭଲ ବିଷୟରେ ସମସ୍ତ ସତ୍ୟତା ଜାଣିଛୁ। ସମ୍ଭଲରେ ୧୫୨୬ରେ ଏକ ବିଷ୍ଣୁ ମନ୍ଦିର ରହିଥିଲା। ୫ ହଜାର ବର୍ଷ ତଳେ ଧର୍ମଗ୍ରନ୍ଥରେ ସମ୍ଭଲ ବିଷୟରେ ଉଲ୍ଲେଖ ରହିଛି। ସେଥିରେ ଭଗବାନ ବିଷ୍ଣୁଙ୍କ ପରଜନ୍ମ ବିଷୟରେ ମଧ୍ୟ କୁହାଯାଇଛି। ସମ୍ଭଲ ଐତିହାସିକ ସତ୍ୟକୁ ବର୍ଣ୍ଣନା କରେ ବୋଲି ସେ କହିଛନ୍ତି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories