ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କରୋନା ସଂକ୍ରମିତ ହୋଇଛନ୍ତି। ସେ କରୋନା ଟିକା ନେଇଥିଲେ ମଧ୍ୟ ସଂକ୍ରମିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ପୁନର୍ବାର କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମଣିପାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ୭୮ବର୍ଷୀୟ ୟେଦ୍ୟୁରପ୍ପା ଗତ ଅଗଷ୍ଟରେ ସଂକ୍ରମିତ ହେବା ସହ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ସେ ଦୁଇ ଡୋଜ୍ କରୋନା ଟିକା ମଧ୍ୟ ନେଇ ସାରିଛନ୍ତି।
Popular Categories



