OMC 1 banner

ହାସ୍ୟାଭିନେତା ପ୍ରତାପ ମହାନ୍ତିଙ୍କ ଉପରୁ ହଟିଲା ବ୍ୟାନ୍

ଭୁବନେଶ୍ଵର: ଯାତ୍ରା ହାସ୍ୟାଭିନେତା ପ୍ରତାପ ମହାନ୍ତିଙ୍କ ଉପରୁ ହଟିଲା ବ୍ୟାନ୍। ରବିବାର ଯାତ୍ରା ମାଲିକ ସଂଘ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ନରି ପଣ୍ଡାଙ୍କ ପ୍ରସଙ୍ଗରେ ବିବୃତି ରଖି ଯାତ୍ରାରୁ ବ୍ୟାନ୍ ହୋଇଥିଲେ ହାସ୍ୟାଭିନେତା ପ୍ରତାପ ମହାନ୍ତି। ଆପୋଷ ବୁଝାମଣା ଭିତରେ ସମାଧାନ ହୋଇଥିବା ‘ସମାଜ’କୁ ଦେଇଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି ନିଜେ ଅଭିନେତା।

Comments are closed.