ରେକର୍ଡ ଭାଙ୍ଗୁଛି ତାତି ; ସମ୍ବଲପୁର ୪୫ ପାର୍, ରାଜଧାନୀରେ ୪୩.୮ ଡିଗ୍ରୀ
ଭୁବନେଶ୍ୱର : ରେକର୍ଡ ଭାଙ୍ଗୁଛି ତାତି। ସାରା ରାଜ୍ୟରେ ଅନୁଭବ ହେଉଛି ଅସହ୍ୟ ଗରମ। ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ସୋମବାର ୪୫ ଡିଗ୍ରୀ ତାପମାତ୍ରା ଟପିଛି। ଦିନ ସାଢେ ୨ଟା ସୁଦ୍ଧା ୪୫.୩ ସହ ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁର। ରାଜଧାନୀ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ, ହୀରାକୁଦ ୪୪.୪, ଝାରସୁଗୁଡା ୪୨.୪, କେନ୍ଦୁଝର ୪୦ ଡିଗ୍ରୀ ରେକର୍ଡ ହୋଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା
ପାରାଦୀପ:୭୨%
ଗୋପାଳପୁର:୬୭%
ଚାନ୍ଦବାଲି: ୬୫%
ପୁରୀ: ୬୪%
ବାଲେଶ୍ୱର: ୬୭%
ଭୁବନେଶ୍ୱର: ୪୦%
କେନ୍ଦୁଝର: ୩୨%
ହୀରାକୁଦ: ୨୫%
ଝାରସୁଗୁଡା: ୨୫%
ସମ୍ବଲପୁର:୨୧%— Meteorological Centre, Bhubaneswar (@mcbbsr) June 12, 2023
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା
ପାରାଦୀପ:୭୨%
ଗୋପାଳପୁର:୬୭%
ଚାନ୍ଦବାଲି: ୬୫%
ପୁରୀ: ୬୪%
ବାଲେଶ୍ୱର: ୬୭%
ଭୁବନେଶ୍ୱର: ୪୦%
କେନ୍ଦୁଝର: ୩୨%
ହୀରାକୁଦ: ୨୫%
ଝାରସୁଗୁଡା: ୨୫%
ସମ୍ବଲପୁର:୨୧%— Meteorological Centre, Bhubaneswar (@mcbbsr) June 12, 2023
Comments are closed.