କରୋନା ଭୂତାଣୁ ସଂକ୍ରମଣ : ସଂଶୋଧିତ ଯାତ୍ରା ସତର୍କତା ଜାରି
ନୂଆଦିଲ୍ଲୀ : କରୋନା ଭୂତାଣୁ ମୁକାବିଲା ସଂକ୍ରାନ୍ତରେ ରବିବାର ଜାରି କରାଯାଇଥିବା ସତର୍କ ସୂଚନାକୁ ପୁଣିଥରେ ସଂଶୋଧନ କରାଯାଇ ନୂଆ ସୂଚନା ଜାରି କରାଯାଇଛି। ସୋମବାର ଜାରି କରାଯାଇଥିବା ସଂଶୋଧିତ ଚେତାବନୀରେ ଯାତ୍ରୀମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ସତର୍କ କରି ଦିଆଯାଇଛି । ଯେଉଁମାନେ ୧୫ ଜାନୁଆରୀ, ୨୦୨୦ ପରେ ଚୀନ ଯାତ୍ରା କରିଛନ୍ତି କିମ୍ବା ଚୀନ ଯାତ୍ରାରୁ ଫେରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ପୃଥକ ଭାବେ ରଖାଯାଇପାରେ।
Popular Categories



