www.samajalive.in
Tuesday, December 9, 2025
16.1 C
Bhubaneswar

ଦ୍ବୈତ ନଗରୀ ତାପମାତ୍ରା ୪୧ ଡିଗ୍ରୀ ପାର୍

ଭୁବନେଶ୍ବର : ରାଜ୍ୟରେ ଲଗାତର ତାପମାତ୍ରା ବଢିବାରେ ଲାଗିଛି । ଆଜି ରାଜ୍ୟର ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବୁଧବାର ୪୧.୭ ଡିଗ୍ରୀ ସେଲସିୟସ ରହିଥିବାବେଳେ କଟକ ଏବର୍ଷ ପ୍ରଥମ ଥର ପାଇଁ ୪୧.୫ ଡିଗ୍ରୀ ଛୁଇଁଛି ।  କହିରଖୁଛୁ ଆଗକୁ ଆହୁରି ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ । ଆସନ୍ତାକାଲି ପାଇଁ ୨୪ ଜିଲାକୁ ହିଟ୍‌ ଓ୍ବେଭ୍‌ ସହ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧୯ ଓ ୨୦ ତାରିଖ ପାଇଁ ହିଟ୍ ଓ୍ବେଭ୍ ସହ ଗୁଳୁଗୁଳି ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ମଧ୍ୟରେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଅଗ୍ନିଶମ ସେବା ଓ ସଚେତନତା ସପ୍ତାହ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories