ଅଗ୍ନିଶମ ସେବା ଓ ସଚେତନତା ସପ୍ତାହ

ଫୁଲବାଣୀ: ସାରା ରାଜ୍ୟରେ ଅଗ୍ନିଶମ ବାହିନୀ ଦ୍ୱାରା ଅଗ୍ନିଶମ ସେବା ଓ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ଅଗ୍ନିଶମ କାର୍ଯ୍ୟାଳୟ ତରଫରୁ ମଧ୍ୟ ଏହି ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଯାଇଛି। ବିଭାଗର ମୁଖ୍ୟ ଆଗ୍ନିକ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଲାଗୁଥିବା ନିଆଁକୁ କିଭଳି ଭାବରେ ଆୟତ୍ତ କରାଯାଇପାରିବ ଓ ଅଗ୍ନିଶମ ବିଭାଗ ଦ୍ୱାରା ସାଧାରଣ ଲୋକଙ୍କ ପାଇଁ କିଭଳି ସେବା ଯୋଗାଇ ଦିଆଯାଉଛି ସେନେଇ ଅଗ୍ନିଶମ … Continue reading ଅଗ୍ନିଶମ ସେବା ଓ ସଚେତନତା ସପ୍ତାହ