www.samajalive.in
Monday, December 8, 2025
27.1 C
Bhubaneswar

ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ

ଭବାନୀପାଟଣା -ସ୍ଥାନୀୟ ମାଣିକେଶ୍ବରୀ ହାଇସ୍କୁଲ ଛକ ରେ ଠିଆ ହେଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ରେ   ହଠାତ୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।

 

- Advertisement -

ଦୁଇଟି ଅଗ୍ନିଶମ ଗାଡି ନିଆଁ କୁ ଆୟତ୍ତ କରିଥିଲେ । ଘଟଣାସ୍ଥଳର ଅନତି ଦୂରରେ ପେଟ୍ରୋଲ ଟାଙ୍କି ଥିବାରୁ ସେଠାରେ ଆତଙ୍କ ଖେଳି ଯାଇଥିଲା ।

ନିଆଁ ଆୟତ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଥିଲେ । ନିଆଁ ରେ ଟ୍ରକ୍ ଟି ସମ୍ପୂର୍ଣ ପୋଡି ଯାଇଥିଲେ ବି ଅନ୍ୟ କିଛି କ୍ଷୟ କ୍ଷତି ହୋଇନାହିଁ ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories