www.samajalive.in
Wednesday, December 10, 2025
26.1 C
Bhubaneswar

ଟିଟିଲାଗଡ଼ ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଟିଟିଲାଗଡ଼: ଟିଟିଲାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ମାଲବୁହା ଟିପର ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ସୂଚନା ଅନୁସାରେ, ଏକ ଟିପର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଟିଟିଲାଗଡ଼ ଥାନା ଆଇଆଇସି ଅବନୀ ସାହୁଙ୍କ ନିକଟରେ ଖବର ପହଞ୍ଚିଥିଲା। ଏନେଇ ଟିଟିଲାଗଡ଼ ଏସଡିପିଓଙ୍କ ତତ୍ୱାବଧାନରେ ଏକ ଟିମ୍‌ ସହରର ବିଭିନ୍ନ ଛକରେ ମୁତୟନ ରହି ଗାଡ଼ିଟିକୁ ଧରିଥିଲେ। ଗଞ୍ଜେଇର ପରିମାଣ ଆକଳନ ଚାଲିଛି ଏବଂ ପରେ ସାମ୍ବାଦିକ ସମ୍ମିଳନୀ ଡାକି ତଥ୍ୟ ଦିଆଯିବ ବୋଲି ପୁଲିସ କହିଛି। ଏନେଇ ପୁଲିସ ଜଣକୁ ଅଟକ ରଖିବା ସହ ଗାଡ଼ିଟିକୁ ଜବତ କରିଥିବା ଜଣାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories